ଅର୍ଥ : ଦକ୍ଷିଣ ପାଞ୍ଚାଳର ରାଜଧାନୀ
ଉଦାହରଣ :
ଅହିକ୍ଷେତ୍ରରେ ପାଞ୍ଚାଳୀ ବା କନୌଜୀ କୁହାଯାଉଥିଲା
ସମକକ୍ଷ : ଅହି-କ୍ଷେତ୍ର, ଅହିଛତ୍ର
ଅନ୍ୟ ଭାଷାରେ ଅନୁବାଦ :
दक्षिण पांचाल की राजधानी।
अहिक्षेत्र में पांचाली अर्थात् कन्नौजी बोली जाती थी।A seat of government.
capitalଅର୍ଥ : କମ୍ପିଲ ଏବଂ ଚମ୍ବଲ ନଦୀକୂଳସ୍ଥ ପାଞ୍ଚାଳଦେଶ
ଉଦାହରଣ :
ଦ୍ରୌପଦୀଙ୍କ ସ୍ୱୟମ୍ବର ଅହିକ୍ଷେତ୍ରରେ ହୋଇଥିଲା
ସମକକ୍ଷ : ଅହିକ୍ଷେତ, ଅହିଛତ୍ର, ଦକ୍ଷିଣ ପାଂଚାଳ, ଦକ୍ଷିଣ ପାଞ୍ଚାଳ
ଅନ୍ୟ ଭାଷାରେ ଅନୁବାଦ :
कंपिल नगर और चंबल नदी के बीच का पांचाल देश।
द्रौपदी का स्वयंवर अहिक्षेत्र में हुआ था।