ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅହି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅହି   ବିଶେଷ୍ୟ

ଅର୍ଥ : ସରୀସୃପ ଜାତିର ପେଟେଇକି ଚାଲୁଥିବା ଏକ ପତଳା ଓ ଲମ୍ବା ଜୀବ ଯାହା ବହୁଜାତୀୟ

ଉଦାହରଣ : ଆଇ.ଆଇ.ଟି ବମ୍ବେରେ ବହୁ ବିଷାକ୍ତ ସାପ ବୁଲୁଥିବାର ଦେଖାଯାଏ

ସମକକ୍ଷ : ଫଣୀ, ବିଷଧର, ସର୍ପ, ସାପ


ଅନ୍ୟ ଭାଷାରେ ଅନୁବାଦ :

Limbless scaly elongate reptile. Some are venomous.

ophidian, serpent, snake

ଅର୍ଥ : ଛନ୍ଦଶାସ୍ତ୍ର ଦ୍ୱାରା ପ୍ରତିପାଦିତ ଆଠଟି ମାତ୍ରିକଗଣରୁ ଗୋଟିଏ

ଉଦାହରଣ : ଟଗଣ ଛଅଟି ମାତ୍ରାକୁ ନେଇ ଗଠିତ ଏବଂ ଏଥିରେ ତେରଟି ଉପଭେଦ ଅଛି

ସମକକ୍ଷ : ଟଗଣ


ଅନ୍ୟ ଭାଷାରେ ଅନୁବାଦ :

छंदशास्त्र द्वारा प्रतिपादित पाँच मात्रिक गणों में से एक।

टगण छः मात्राओं का होता है और इसके तेरह उपभेद हैं।
अहि, टगण