ଅର୍ଥ : ଲୋକଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇ ଏକାଠି କରିବା
ଉଦାହରଣ :
ରାଜସ୍ୱ ନିରୀକ୍ଷକ ଖଜଣା ଆଦାୟ କରୁଛନ୍ତି ଗୁଣ୍ଡାମାନେ ନିଜନିଜ ଅଂଚଳରେ ସାପ୍ତାହିକ ବଟି ଆଦାୟ କରନ୍ତି
ସମକକ୍ଷ : ଆଦାୟ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୋକମାନଙ୍କଠାରୁ ଧନ ବା ଅନ୍ୟ କୌଣସି ବସ୍ତୁ ନେଇକରି ଏକାଠି କରିବା
ଉଦାହରଣ :
ଜମିଦାର ଲୋକଙ୍କଠାରୁ କର ଆଦାୟ କଲେ
ସମକକ୍ଷ : ଆଦାୟ କରିବା
ଅର୍ଥ : ଅନ୍ୟଠାରୁ ନିଜର ଧନ ବା ବସ୍ତୁ ନେବା
ଉଦାହରଣ :
ମହାଜନ ଆସାମୀମାନଙ୍କଠାରୁ ଦୁଇଗୁଣା ଆଦାୟ କରନ୍ତି
ସମକକ୍ଷ : ଆଦାୟ କରିବା
ଅନ୍ୟ ଭାଷାରେ ଅନୁବାଦ :