ଅର୍ଥ : ସାଧାରଣଠାରୁ ଅତିରିକ୍ତ ତଥା ତାଠାରୁ ଟିକେ ଆଗୁଆ ଥିବା ବା ଯେତେ ହେବା ଦରକାର ବା ହୋଇଥାଏ ତାଠାରୁ କିଛି ଅଧିକ ବା ତାହା ବ୍ୟତୀତ
ଉଦାହରଣ :
ମୁଁ ଏଠାକୁ ଏକ ବିଶେଷ କାମରେ ଆସିଛି ଏହି ଯଜ୍ଞପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି
ସମକକ୍ଷ : ବିଶେଷ
ଅନ୍ୟ ଭାଷାରେ ଅନୁବାଦ :
Surpassing what is common or usual or expected.
He paid especial attention to her.ଅର୍ଥ : ଯାହା ସାମାନ୍ୟ ନୁହେଁ
ଉଦାହରଣ :
ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
ସମକକ୍ଷ : ଅସାଧାରଣ, ଖାସ୍, ଗୁରୁତ୍ୱପୂର୍ଣ୍ଣ, ବିଶେଷ, ସ୍ପେସାଲ୍
ଅନ୍ୟ ଭାଷାରେ ଅନୁବାଦ :