ଅର୍ଥ : ଯେ ନିର୍ଦ୍ଧାରିତ ସମୟର ପୂର୍ବରୁ ବା ପରେ ହୁଏ
ଉଦାହରଣ :
ରାମର ଅସମୟ ମୃତ୍ୟୁରେ ସାରା ପରିବାର ଶୋକଗ୍ରସ୍ତ ହୋଇପଡ଼ିଲେ
ସମକକ୍ଷ :
ଅକାଳ, ଅକାଳିକ, ଅସମୟୋଚିତ
ଅନ୍ୟ ଭାଷାରେ ଅନୁବାଦ :
Uncommonly early or before the expected time.
Illness led to his premature death.
Alcohol brought him to an untimely end.
premature,
untimely