ଅର୍ଥ : ଯେଉଁ ବ୍ୟକ୍ତି ଶିକ୍ଷିତ ନୁହେଁ
ଉଦାହରଣ :
ଅଶିକ୍ଷିତମାନଙ୍କୁ ଶିକ୍ଷିତ କରିବା ଅତି ଆବଶ୍ୟକ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो शिक्षित न हो।
अशिक्षितों को शिक्षित करना अति आवश्यक है।ଅର୍ଥ : ଯିଏ ଶିକ୍ଷିତ ନୁହେଁ ବା ଲେଖିପଢ଼ି ଜାଣିନାହିଁ
ଉଦାହରଣ :
ମୁଁ ସେହି ଗାଁର ନିବାସୀ ଯେଉଁଠାରେ ଅଧିକାଂଶ ଲୋକ ଅଶିକ୍ଷିତ ଅଶିକ୍ଷା ଦୂର କରିବାପାଇଁ ସରକାର ଅଶିକ୍ଷିତ ବ୍ୟକ୍ତିମାନଙ୍କୁ ଶିକ୍ଷିତ କରିବା ନିମନ୍ତେ ପ୍ରୟାସ କରୁଛନ୍ତି
ସମକକ୍ଷ : ଅପାଠୁଆ, ଅପଢ଼ୁଆ, ନିରକ୍ଷର
ଅନ୍ୟ ଭାଷାରେ ଅନୁବାଦ :
Lacking in schooling.
Untaught people whose verbal skills are grossly deficient.