ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମହାପୁରୁଷଙ୍କ ଆଗମନ ସମୟରେ ତାଙ୍କ ହାତ ଧୋଇବାପାଇଁ ଦିଆ ଯାଉଥିବା ଜଳ
ଉଦାହରଣ : ସେ ନଇଁପଡ଼ି ତାଙ୍କ ଗୁରୁଙ୍କ ହାତରେ ଅର୍ଘ୍ୟ ଢାଳିବା ଆରମ୍ଭ କଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
महापुरुष के आगमन पर हाथ धुलाने के लिए दिया जाने वाला जल।
ଅର୍ଥ : କୌଣସି ଜଳ ବା ଜଳରେ ମିଶାଯାଇଥିବା ଅନ୍ନ, ଦୁଧ, ଦହି, ଫୁଲଆଦି ଯାହା ଦେବତାଆଦିଙ୍କୁ ଅର୍ପଣ କରାଯାଇଥାଏ
ଉଦାହରଣ : ମୋର ବୁଢ଼ାବାପା ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦିଅନ୍ତି
वह जल या जल में मिला अन्न, दूध, दही, फूल आदि जो किसी देवता आदि को अर्पित किया जाता है।
ଅର୍ଥ : ପାଣି ଛିଟିକିବାର ପ୍ରକ୍ରିୟା
ଉଦାହରଣ : ପୂଜା ଆରମ୍ଭ କରିବାପୂର୍ବରୁ ଅର୍ଘ୍ୟର ଆବଶ୍ୟକ ଥାଏ
जल छिड़कने की क्रिया।
ଅର୍ଥ : ବରଯାତ୍ରୀ ଆସିବା ପରେ ସେମାନଙ୍କୁ ଦିଆଯାଉଥିବା ଜଳ
ଉଦାହରଣ : ବରଯାତ୍ରୀ ଦୁଆର ନିକଟରେ ପହଞ୍ଚି ଗଲେଣି, ମାତ୍ର ଅର୍ଘ୍ୟ ଏବେସୁଦ୍ଧା ପହଞ୍ଚି ନାହିଁ
वह जल जो बारात के आने पर भेजा जाता है।
ଅର୍ଥ : କାହାରି ଆଗମନର ପ୍ରସନ୍ନତା ପ୍ରକଟ କରିବାପାଇଁ ଗଡ଼େଇ ଦିଆଯାଉଥିବା ଜଳ
ଉଦାହରଣ : ସେ ମଥାରେ ଅର୍ଘ୍ୟ ନେଇ ନବବଧୂର ଆଗମନର ପ୍ରତୀକ୍ଷା କଲେ
किसी के आने पर प्रसन्नता प्रकट करने के लिए लुढ़काया जाने वाला जल।
ସଂସ୍ଥାପନ କରନ୍ତୁ