ଅର୍ଥ : ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଦୃଶ୍ୟମାନ ବାଦଲ
ଉଦାହରଣ :
ଅର୍ଗଳରେ ଲୁଚି ଯାଉଥିବା ସୂର୍ଯ୍ୟଙ୍କ ଲାଲିମା ଚାରିଦିଗକୁ ବିଛୁରିତ ହୋଇ ପଡ଼ିଛି
ଅନ୍ୟ ଭାଷାରେ ଅନୁବାଦ :
सूर्योदय और सूर्यास्त के समय दिखाई देनेवाले बादल।
अर्गल में छिपते सूर्य की लाली चारों तरफ फैल गई है।ଅର୍ଥ : କବାଟ ବନ୍ଦ କରିବାପରେ ଲଗାଯାଉଥିବା ଆଡ଼ିକାଠ
ଉଦାହରଣ :
ବଳଦ ଅର୍ଗଳ ଭାଙ୍ଗି ଘର ଭିତରକୁ ପଶିଗଲା
ଅନ୍ୟ ଭାଷାରେ ଅନୁବାଦ :
Catch for fastening a door or gate. A bar that can be lowered or slid into a groove.
latch