ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜ୍ୟୋତିଷଶାସ୍ତ୍ର ଅନୁସାରେ କୁଣ୍ଡଳୀର ଷଷ୍ଠ ସ୍ଥାନ
ଉଦାହରଣ : ଆପଣଙ୍କ ଅରାତିରେ ମଙ୍ଗଳ ରହିଛି
ସମକକ୍ଷ : ଅରି
ଅନ୍ୟ ଭାଷାରେ ଅନୁବାଦ :हिन्दी
ज्योतिषशास्त्र के अनुसार कुंडली का छठा स्थान।
ଅର୍ଥ : କାମ, କ୍ରୋଧ, ଲୋଭ, ମୋହ, ମଦ ଏବଂ ମାତ୍ସର୍ଯ୍ୟ ଆଦି ମନୁଷ୍ୟର ଛଅଟି ଶତ୍ରୁ
ଉଦାହରଣ : ଅରାତି ଉପରେ ବିଜୟ ଲାଭ କଲେ ହିଁ ମନୁଷ୍ୟ ଠିକ ଅର୍ଥରେ ଭଗବତ ପ୍ରେମ କରିପାରିବ
काम, क्रोध, लोभ, मोह,मद और मात्सर्य मनुष्य के ये छः शत्रु।
ସଂସ୍ଥାପନ କରନ୍ତୁ