ଅର୍ଥ : କୋଷିକା କେନ୍ଦ୍ରକର ଯେଉଁ ଭାଗ ରଙ୍ଗଦ୍ୱାରା ମଧ୍ୟ ପୂର୍ଣ୍ଣରୂପେ ଅଭିରଞ୍ଜିତ ହୋଇ ରହିଥାଏ
ଉଦାହରଣ :
ସେ ସୂକ୍ଷ୍ମଦର୍ଶୀ ଦ୍ୱାରା ଅରଂଜ୍ୟାର କିଛି ଅଂଶ ଅଧ୍ୟୟନ କରୁଛି
ସମକକ୍ଷ : ଅରଞ୍ଜ୍ୟା
ଅନ୍ୟ ଭାଷାରେ ଅନୁବାଦ :
कोशिका केंद्रक का वह भाग जो रंगों द्वारा भी पूर्णतया अरंजित रहता है।
वह सूक्ष्मदर्शी द्वारा अरंज्या के कुछ भागों का अध्ययन कर रहा है।The part of a cell nucleus that is relatively uncolored by stains or dyes.
achromatin