ଅର୍ଥ : ଅମ୍ପାୟାରର କାର୍ଯ୍ୟ ବା କ୍ରିକେଟ୍,ଟେନିସ୍ ଆଦି ଖେଳରେ ନିଷ୍ପତ୍ତି ଦେବାର କାର୍ଯ୍ୟ
ଉଦାହରଣ :
ରୀତୁ ସେଠୀ ଶର୍ମା ଟେନିସ୍ ପ୍ରତିଯୋଗିତାରେ ଅମ୍ପାୟାରିଙ୍ଗ୍ କରିବାରେ ପ୍ରଥମ ଭାରତୀୟ ମହିଳା
ଅନ୍ୟ ଭାଷାରେ ଅନୁବାଦ :
अंपायर का काम या क्रिकेट,टेनिस आदि के खेल में निर्णय देने का काम।
रीतू सेठी शर्मा टेनिस प्रतियोगिता में अंपायरिंग करने वाली पहली भारतीय महिला हैं।