ଅର୍ଥ : ଯାହା ନିର୍ଣ୍ଣୟ ହୋଇନାହିଁ
ଉଦାହରଣ :
ଆଜିର ମେଚ୍ ଅମୀମାଂସିତ ରହିଲା
ସମକକ୍ଷ : ଅନିର୍ଣ୍ଣିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ସମାଧାନ କରିହୁଏ ନାହିଁ
ଉଦାହରଣ :
କୁକୁଡ଼ା ପ୍ରଥମେ ଆସିଲା ନା ଅଣ୍ଡା, ଏହା ଏକ ଅସମାହିତ ଜଟିଳ ପ୍ରଶ୍ନ
ଅନ୍ୟ ଭାଷାରେ ଅନୁବାଦ :