ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅମଳିନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅମଳିନ   ବିଶେଷଣ

ଅର୍ଥ : ଯାହା ପାଖରେ କୌଣସି ଦୋଷ ନାହିଁ

ଉଦାହରଣ : ମୋତେ ଆଜି ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣତଃ ନିର୍ଦୋଷ ବ୍ୟକ୍ତି ମିଳିନାହିଁ

ସମକକ୍ଷ : ଅକଳଙ୍କ, ଅକଳଙ୍କି, ଅକଳଙ୍କିତ, ଅଦୋଷ, ଅପଦୋଷ, କଳଙ୍କରହିତ, ନିର୍ଦୋଷ, ନିଷ୍କଳଙ୍କ, ସଫା


ଅନ୍ୟ ଭାଷାରେ ଅନୁବାଦ :

Free from discordant qualities.

pure

ଅର୍ଥ : ଯାହାର ପରିଷ୍କରଣ ହୋଇଛି ବା କରାଯାଇଛି

ଉଦାହରଣ : ସାହିତ୍ୟରେ ପରିଷ୍କୃତ ଭାଷାର ପ୍ରୟୋଗ କରାଯିବା ଆବଶ୍ୟକ

ସମକକ୍ଷ : ନିର୍ମଳୀକୃତ, ପରିମାର୍ଜିତ, ପରିଷ୍କୃତ, ସ୍ୱଚ୍ଛ


ଅନ୍ୟ ଭାଷାରେ ଅନୁବାଦ :

जिसका परिष्करण हुआ हो या किया गया हो।

साहित्य में परिष्कृत भाषा का प्रयोग करना चाहिए।
परिमार्जित, परिष्कृत, परिसज्जित, मार्जित, संस्कृत