ଅର୍ଥ : ଜଗନ୍ନାଥଙ୍କୁ ଅର୍ପଣ କରାଯାଉଥିବା ଅନ୍ନ
ଉଦାହରଣ :
ମନ୍ଦିରରେ ପ୍ରତିଦିନ ବହୁତ ଅଭଡ଼ା ଭୋଗ ଲାଗି ହୁଏ ଅଭଡ଼ାକୁ ପ୍ରସାଦ ରୂପେ ଦିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
जगन्नाथ को चढ़ाया जाने वाला भात और धन।
मंदिर में प्रतिदिन बहुत अधिक अटका चढ़ता है।
अटके को प्रसाद के रूप में दिया जाता है।
अटका