ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ହେବାର ଅବସ୍ଥା ବା ଭାବ
ଉଦାହରଣ : ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଆମର ପରମ କର୍ତ୍ତବ୍ୟ ସେମାନଙ୍କ ମଧ୍ୟରେ ବହୁତ ଏକତା ଅଛି
ସମକକ୍ଷ : ଏକତା, ମିଳନ, ମେଳ, ସଂଗଠନ, ସାମ୍ୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक होने की अवस्था या भाव।
The quality of being united into one.
ଅର୍ଥ : ଏକ ଅଳଙ୍କାର
ଉଦାହରଣ : ଏହି ପଙ୍କ୍ତିଗୁଡ଼ିକ ଅଭେଦର ଉତ୍ତମ ଉଦାହରଣ
ଅନ୍ୟ ଭାଷାରେ ଅନୁବାଦ :हिन्दी
एक अलंकार।
ଅର୍ଥ : ଯାହା ଅଲଗା ରହେ ନାହିଁ
ଉଦାହରଣ : ତାଙ୍କ ଅଭିନ୍ନ ଯୋଡ଼ିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି
ସମକକ୍ଷ : ଅପୃଥକ, ଅଭିନ୍ନ
जो अलग न हो।
Not capable of being separated.
ସଂସ୍ଥାପନ କରନ୍ତୁ