ଅର୍ଥ : କୌଣସି ବିଷୟ ଉପରେ ଆଧାରିତ ନିଜସ୍ୱ ବିଚାର ବା ସମ୍ମତି
ଉଦାହରଣ :
ସମସ୍ତଙ୍କ ମତରେ ଏହି କାମ ଠିକ୍ ହେଉଛି
ଅନ୍ୟ ଭାଷାରେ ଅନୁବାଦ :
A personal belief or judgment that is not founded on proof or certainty.
My opinion differs from yours.ଅର୍ଥ : କୌଣସି କଥାକୁ ଯେ ଧ୍ୟାନ ଦେଇନାହିଁ ତାକୁ ସେ ବିଷୟରେ ଜଣେଇବାପାଇଁ କହିଥିବା କଥା
ଉଦାହରଣ :
ଏହି ବିଷୟ ଉପରେ ଆପଣ ବି ଆପଣଙ୍କ ଅଭିମତ ଦିଅନ୍ତୁ
ସମକକ୍ଷ : ପରାମର୍ଶ, ମତ, ମତାମତ, ମନ୍ତବ୍ୟ, ସମ୍ମତି ଅସମ୍ମତି
ଅନ୍ୟ ଭାଷାରେ ଅନୁବାଦ :
A proposal offered for acceptance or rejection.
It was a suggestion we couldn't refuse.