ଅର୍ଥ : କାହା ସମ୍ମୁଖରେ କିଛି ବିଶେଷ ବିଷୟ ମୌଖିକ ରୂପେ ବର୍ଣ୍ଣନା କରିବା
ଉଦାହରଣ :
ଆଜି ଦଶଟା ବେଳେ ଶିକ୍ଷକଙ୍କର ଅଭିଭାଷଣ ଅଛି
ଅନ୍ୟ ଭାଷାରେ ଅନୁବାଦ :
A speech that is open to the public.
He attended a lecture on telecommunications.ଅର୍ଥ : ନ୍ୟାୟାଳୟରେ ଆଇନଜୀବୀ ବା ଓକିଲଙ୍କ ଭାଷଣ
ଉଦାହରଣ :
ଆଇନଜୀବୀଙ୍କ ଅଭିଭାଷଣ ଶୁଣି ନ୍ୟାୟାଳୟରେ ଉପସ୍ଥିତ ଲୋକମାନେ ସ୍ତବ୍ଧ ହୋଇଗଲେ
ଅନ୍ୟ ଭାଷାରେ ଅନୁବାଦ :
न्यायालय में विधिज्ञ या वक़ील का भाषण।
विधिज्ञ का अभिभाषण सुन न्यायालय में उपस्थित लोग स्तब्ध रह गए।(law) a statement in legal and logical form stating something on behalf of a party to a legal proceeding.
pleading