ଅର୍ଥ : ଯାହା ପ୍ରଚଳିତ ନୁହେଁ
ଉଦାହରଣ :
ତୁମେ ସବୁବେଳେ ଅପ୍ରଚଳିତ ପରିଧାନ କାହିଁକି ପିନ୍ଧୁଛ
ସମକକ୍ଷ : ଅପ୍ରଚଳିତ, ଆଉଟ ଅଫ୍ ଡେଟ୍, ଆଉଟଡ଼େଟେଡ଼୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବ୍ୟବହାର କରାଯାଏ ନାହିଁ
ଉଦାହରଣ :
ସେ ଅବ୍ୟବହୃତ ବସ୍ତୁଗୁଡ଼ିକୁ ଗରୀବମାନଙ୍କୁ ବାଣ୍ଟିଦେଲେ
ଅନ୍ୟ ଭାଷାରେ ଅନୁବାଦ :
जो व्यवहार में न लाया गया हो।
उसने कोरी वस्तुओं को ग़रीबों में बाँट दिया।ଅର୍ଥ : ଯାହାକୁ ପିନ୍ଧାଯାଇ ନ ଥାଏ(ଲୁଗା)
ଉଦାହରଣ :
ମୋ ଆଈମା ଅପିନ୍ଧା ଶାଢୀ କେବେ ବି ପିନ୍ଧୁ ନଥିଲେ
ସମକକ୍ଷ : ଅପିନ୍ଧା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ବ୍ୟବହାର ଉପଯୋଗୀ ନୁହେଁ
ଉଦାହରଣ :
ଅବ୍ୟବହୃତ ବସ୍ତୁକୁ ଫିଙ୍ଗିଦେବା ଉଚ୍ଚିତ