ଅର୍ଥ : ଅନ୍ୟ କେହି ନ ଚାହିଁଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ କୌଣସି କାମ କରିବା ବା କରାଇବା କାର୍ଯ୍ୟ
ଉଦାହରଣ :
ତୁମର ସ୍ୱେଚ୍ଛାଚାର ଏଠାରେ ଚଳିବ ନାହିଁ
ସମକକ୍ଷ : ମନମାନୀ, ସ୍ୱେଚ୍ଛାଚାର
ଅନ୍ୟ ଭାଷାରେ ଅନୁବାଦ :
Resolute adherence to your own ideas or desires.
bullheadedness, obstinacy, obstinance, pigheadedness, self-will, stubbornnessଅର୍ଥ : ଯାହାକୁ ରୋକାଯାଇ ନ ପାରେ
ଉଦାହରଣ :
ଅବାଧ୍ୟ ମୃତ୍ୟୁ ଉପରେ କାହାର ନିୟନ୍ତ୍ରଣ ଅଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମନ୍ଦଚେଷ୍ଟା କରିବାବାଲା
ଉଦାହରଣ :
ଅବାଧ୍ୟ ବ୍ୟକ୍ତିକୁ ବୁଝାଇବା କଠିନ ହୋଇଥାଏ
ସମକକ୍ଷ : ବିରୁଦ୍ଧାଚାରୀ, ହାନିଜନକ
ଅନ୍ୟ ଭାଷାରେ ଅନୁବାଦ :