ଅର୍ଥ : ଉପରୁ ତଳଆଡକୁ ଆଣିବା କ୍ରିୟା
ଉଦାହରଣ :
କୁହୁଡି କାରଣରୁ ଉଡାଯାହାଜ ଅବତରଣରେ ସମସ୍ୟା ହୋଇଛି
ସମକକ୍ଷ : ଉଲ୍ଲାଇବା, ଲ୍ୟାଣ୍ଡିଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ଥାନରେ ବାୟୁଯାନ ଅବତରଣ କରିବାର ପ୍ରକ୍ରିୟା
ଉଦାହରଣ :
ଉଡ଼ାଜାହାଜଟି ଅବତରଣ କରିବାପାଇଁ ଚକ୍କର ମାରୁଛି
ଅନ୍ୟ ଭାଷାରେ ଅନୁବାଦ :
The act of coming down to the earth (or other surface).
The plane made a smooth landing.ଅର୍ଥ : ଓହ୍ଲେଇବାର ମାଧ୍ୟମ
ଉଦାହରଣ :
ଘାଟି, ସିଡ଼ିଆଦି ଅବତରଣ ଯୋଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜୈନ ମତାନୁସାରେ ଶେଷ ସମୟରେ ଯେତେବେଳେ ରୂପାଦିର କ୍ରମଶଃ ହ୍ରାସ ଘଟେ
ଉଦାହରଣ :
ଜୈନ ମତାନୁସାରେ ଅବରୋହ କାଳରେ ମନୁଷ୍ୟ ନିକଟରେ ଆତ୍ମଶୁଦ୍ଧି ନିମନ୍ତେ ସମୟ ରହିବ ନାହିଁ
ଅନ୍ୟ ଭାଷାରେ ଅନୁବାଦ :