ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବକାରୀ ଶୁଳ୍କ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବକାରୀ ଶୁଳ୍କ   ବିଶେଷ୍ୟ

ଅର୍ଥ : ଯେଉଁ ଶୁଳ୍କ ରାଜ୍ୟ ତରଫରୁ ମଦ,ଅଫିମ ଆଦି ମାଦକ ଦ୍ରବ୍ୟର ଉତ୍ପାଦନ ଉପରେ ଲଗାଯାଇଥାଏ

ଉଦାହରଣ : ମଦ ତିଆରି କରୁଥିବା କମ୍ପାନୀଗୁଡ଼ିକୁ ଅବକାରୀ ଶୁଳ୍କ ଦେବାକୁ ପଡ଼ିଥାଏ


ଅନ୍ୟ ଭାଷାରେ ଅନୁବାଦ :

वह शुल्क जो राज्य की ओर से शराब,अफीम आदि मादक द्रव्यों के उत्पादन पर लगता है।

शराब बनानेवाली कम्पनियों को आबकारी शुल्क देना पड़ता है।
आबकारी शुल्क, आबकारी-शुल्क, आबकारीशुल्क, एक्साइज ड्यूटी