ଅର୍ଥ : ଏକ ପ୍ରକାରର ଛୋଟ ବୁଦା ଯାହାର ଡାଳରେ ଟୋକେଇ ଏବଂ ଦଉଡ଼ି ତିଆରି କରାଯାଏ
ଉଦାହରଣ :
ପିଚୁଳ କାଠ ଜଳାଯିବା କାମରେ ଆସେ
ସମକକ୍ଷ : ପିଚୁଳ, ବହୁଗ୍ରଂଥି, ବହୁଗ୍ରନ୍ଥି
ଅନ୍ୟ ଭାଷାରେ ଅନୁବାଦ :
एक प्रकार का छोटा झाड़ जिसकी टहनियों की टोकरियाँ और रस्सियाँ बनती हैं।
झाऊ की लकड़ी जलाने के काम आती है।