ଅର୍ଥ : ଯାହାକୁ ପ୍ରାପ୍ତ କରାଯାଇନାହିଁ
ଉଦାହରଣ :
ଅପ୍ରାପ୍ତ ଯୌବନ ବ୍ୟକ୍ତିଙ୍କ ବିବାହ ହେବା ଅନୁଚିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ପ୍ରାପ୍ତ ହୋଇନାହିଁ
ଉଦାହରଣ :
ପରିଶ୍ରମୀ ବ୍ୟକ୍ତି ନିମନ୍ତେ ଦୁନିଆରେ କିଛି ବି ଅପ୍ରାପ୍ତ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ପ୍ରାପ୍ତ ହୋଇପାରେ ନାହିଁ ଅଥବା ଯାହାକୁ ପ୍ରାପ୍ତ କରିବା ଉଚିତ ନୁହେଁ
ଉଦାହରଣ :
ସେ ଜୀବନତମାମ ଅପ୍ରାପ୍ତ ବସ୍ତୁଗୁଡିକ ପଛରେ ଧାଇଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
जो प्राप्त न हो सके अथवा जिसे प्राप्त करना उचित न हो।
वह जीवनभर अवेद्य वस्तुओं के पीछे भागता रहा।