ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରତ୍ୟାଶିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରତ୍ୟାଶିତ   ବିଶେଷଣ

ଅର୍ଥ : ଯାହା ପ୍ରତ୍ୟାଶା ବାହାରେ

ଉଦାହରଣ : ରାମକୁ ଅପ୍ରତ୍ୟାଶିତ ସଫଳତା ମିଳିଲା

ସମକକ୍ଷ : ଅନୁମାନାତୀତ, ଆଶାତୀତ


ଅନ୍ୟ ଭାଷାରେ ଅନୁବାଦ :

जो आशा से परे हो।

राम को आशातीत सफलता मिली।
अनुमानातीत, अप्रत्याशित, आशातीत, प्रत्याशातीत

So unexpected as to have not been imagined.

An unhoped-for piece of luck.
An unthought advantage.
An unthought-of place to find the key.
unhoped, unhoped-for, unthought, unthought-of

ଅର୍ଥ : ଯାହା ପ୍ରତ୍ୟାଶିତ ନୁହେଁ

ଉଦାହରଣ : ମୋହନ ଭଳି ଛାତ୍ର ମଧ୍ୟ ଅପ୍ରତ୍ୟାଶିତ ଭାବରେ ପରୀକ୍ଷାରେ ଫେଲ୍‌ ହୋଇଗଲା

ସମକକ୍ଷ : ଅନପେକ୍ଷିତ, ଅପ୍ରତୀକ୍ଷିତ, ନିରପେକ୍ଷିତ


ଅନ୍ୟ ଭାଷାରେ ଅନୁବାଦ :

जो अपेक्षित न हो।

मोहन जैसा छात्र भी अनपेक्षित रूप से परीक्षा में फेल हो गया।
अनपेक्षित, अप्रत्याशित, निरपेक्षित