ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅପ୍ରତିଗ୍ରହଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅପ୍ରତିଗ୍ରହଣ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁକୁ ଗ୍ରହଣ ନ କରିବା ବା ଦାନ ନ ନେବାର ପ୍ରକ୍ରିୟା

ଉଦାହରଣ : ଅପ୍ରତିଗ୍ରହଣ ତା ଜୀବନ ଶୈଳୀର ଏକ ଅଙ୍ଗ ଥିଲା

ସମକକ୍ଷ : ଅପରିଗ୍ରହ


ଅନ୍ୟ ଭାଷାରେ ଅନୁବାଦ :

किसी वस्तु को ग्रहण न करने या दान न लेने की क्रिया।

अप्रतिग्रहण उसके जीवन-शैली का एक अंग था।
अप्रतिग्रहण

ଅର୍ଥ : କନ୍ୟାଦାନ ଗ୍ରହଣ ନ କରିବା ପ୍ରକ୍ରିୟା

ଉଦାହରଣ : ବରର ଅପ୍ରତିଗ୍ରହଣ କନ୍ୟାପାଇଁ ଅଭିଶାପ ହେଲା


ଅନ୍ୟ ଭାଷାରେ ଅନୁବାଦ :

कन्यादान को न ग्रहण करने की क्रिया।

वर का अप्रतिग्रहण कन्या के लिए अभिशाप बन गया।
अप्रतिग्रहण