ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶରୀରର ପଞ୍ଚବାୟୁ ମଧ୍ୟରୁ ଯେଉଁଠି ଏହାର ଅଧୋଭାଗରେ ଅବସ୍ଥିତ
ଉଦାହରଣ : ଅପାନବାୟୁ ଅଧୋମାର୍ଗରୁ ବାହାରକୁ ବାହାରୁଥିବା ଦ୍ରବ୍ୟର ନିଷ୍କାସନ କାର୍ଯ୍ୟ କରେ
ସମକକ୍ଷ : ଅପାନ
ଅନ୍ୟ ଭାଷାରେ ଅନୁବାଦ :हिन्दी
शरीर की पाँच वायु में से एक जो इसके अधोभाग में रहती है।
ଅର୍ଥ : ମଳ ଦ୍ୱାରରୁ ବାହାରୁଥିବା ବାୟୁ
ଉଦାହରଣ : ନଚାହିଁଲେ ମଧ୍ୟ ଅପାନବାୟୁ ବାହାରିଯାଏ
ସମକକ୍ଷ : ଅଧୋବାୟୁ, ପାଡ଼
ଅନ୍ୟ ଭାଷାରେ ଅନୁବାଦ :हिन्दी English
गुदा से निकलने वाली वायु।
A reflex that expels intestinal gas through the anus.
ସଂସ୍ଥାପନ କରନ୍ତୁ