ଅର୍ଥ : ପାଠ ସହିତ ସମ୍ବନ୍ଧ ନ ରଖିଥିବା ଲୋକ
ଉଦାହରଣ :
ସେ ତାର ଅପାଠୁଆ ସ୍ବାମୀକୁ ଛାଡି ଚାଲିଗଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ ଶିକ୍ଷିତ ନୁହେଁ ବା ଲେଖିପଢ଼ି ଜାଣିନାହିଁ
ଉଦାହରଣ :
ମୁଁ ସେହି ଗାଁର ନିବାସୀ ଯେଉଁଠାରେ ଅଧିକାଂଶ ଲୋକ ଅଶିକ୍ଷିତ ଅଶିକ୍ଷା ଦୂର କରିବାପାଇଁ ସରକାର ଅଶିକ୍ଷିତ ବ୍ୟକ୍ତିମାନଙ୍କୁ ଶିକ୍ଷିତ କରିବା ନିମନ୍ତେ ପ୍ରୟାସ କରୁଛନ୍ତି
ସମକକ୍ଷ : ଅପଢ଼ୁଆ, ଅଶିକ୍ଷିତ, ନିରକ୍ଷର
ଅନ୍ୟ ଭାଷାରେ ଅନୁବାଦ :
Lacking in schooling.
Untaught people whose verbal skills are grossly deficient.