ଅର୍ଥ : ଯେଉଁ ଛୋଟ କୋଠରୀ ଅନ୍ଧକାର ପୂର୍ଣ୍ଣ
ଉଦାହରଣ :
ଜେଜେମା କଣରେ ଥିବା ଅନ୍ଧାର କୋଠରୀରେ ରହୁଛି
ସମକକ୍ଷ : ଅନ୍ଧାର କୋଠରୀ, ଅନ୍ଧାରଘରଅନ୍ଧାରୁଆ ଘର
ଅନ୍ୟ ଭାଷାରେ ଅନୁବାଦ :
वह छोटा कमरा जो अंधकार पूर्ण हो।
दादी माँ कोने की अंधेरी कोठरी में रहती हैं।