ଅର୍ଥ : ବଳଦମାନଙ୍କ ଆଖିର ଏକ ରୋଗ
ଉଦାହରଣ :
ଅନ୍ଧାରକଣାଯୋଗୁଁ ବଳଦକୁ ଝାପସା ଦେଖାଯାଉଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ରୋଗ ଯାହାଫଳରେ ରାତିରେ ଦେଖାଯାଏ ନାହିଁ
ଉଦାହରଣ :
ଭିଟାମିନ୍ ଏ’ର ଅଭାବରେ ଅନ୍ଧାରକଣା ହୋଇଥାଏ
ସମକକ୍ଷ : ଅଂଧାରକଣା
ଅନ୍ୟ ଭାଷାରେ ଅନୁବାଦ :
Inability to see clearly in dim light. Due to a deficiency of vitamin A or to a retinal disorder.
moon blindness, night blindness, nyctalopia