ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ଧାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ଧାର   ବିଶେଷ୍ୟ

ଅର୍ଥ : ପ୍ରକାଶର ଅଭାବ

ଉଦାହରଣ : ସୂର୍ଯ୍ୟ ବୁଡ଼ିଗଲାକ୍ଷଣି ଚାରିଆଡ଼ ଅନ୍ଧାର ହୋଇଯାଏ

ସମକକ୍ଷ : ଅନ୍ଧକାର, ଅନ୍ଧାରିଆ


ଅନ୍ୟ ଭାଷାରେ ଅନୁବାଦ :

Absence of light or illumination.

dark, darkness

ଅନ୍ଧାର   ବିଶେଷଣ

ଅର୍ଥ : ଅନ୍ଧକାରରେ ପୂର୍ଣ୍ଣ

ଉଦାହରଣ : କୃଷ୍ଣଙ୍କ ଜନ୍ମ ଭାଦ୍ରବର ଅନ୍ଧକାରପୂର୍ଣ୍ଣ ରାତ୍ରିରେ ହୋଇଥିଲା

ସମକକ୍ଷ : ଅନ୍ଧକାର, ଅନ୍ଧକାରପୂର୍ଣ୍ଣ, ଅନ୍ଧକାରମୟ, ଅନ୍ଧାରପୂର୍ଣ୍ଣ, ଘନତମସାମୟ, ତମସାମୟ


ଅନ୍ୟ ଭାଷାରେ ଅନୁବାଦ :

Dark or gloomy.

A murky dungeon.
Murky rooms lit by smoke-blackened lamps.
mirky, murky