ଅର୍ଥ : ଏଭଳି ହେବା ସମ୍ଭବ ବା ଏଭଳି ହୋଇପାରେ ସଦୃଶ ଭାବନା ନିଜ ମନକୁ ଆସିବା କ୍ରିୟା ବା ଭାବ
ଉଦାହରଣ :
ବେଳେବେଳେ ଅନୁମାନ ମଧ୍ୟ ଭୁଲ୍ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
A message expressing an opinion based on incomplete evidence.
conjecture, guess, hypothesis, speculation, supposition, surmisal, surmiseଅର୍ଥ : କଳ୍ପନାର ଆଧାରରେ
ଉଦାହରଣ :
ସେ କବୀରକୁ ଆନୁମାନିକ ଚାରିକିଲୋ ଅଟା ଦେଲା
ସମକକ୍ଷ : ଅନୁମାନତ, ଆନୁମାନିକ, ପାଖାପାଖି, ପ୍ରାୟ
ଅନ୍ୟ ଭାଷାରେ ଅନୁବାଦ :
(of quantities) imprecise but fairly close to correct.
Lasted approximately an hour.