ଅର୍ଥ : ଆବଶ୍ୟକ ହେଲେ ସ୍ପଷ୍ଟୀକରଣ ପାଇଁ ପ୍ରଥମ ବାକ୍ୟ, ବାକ୍ୟାଂଶ ଆଦି ଆଗରେ ଆଉ ଏକ ବାକ୍ୟ, ବାକ୍ୟାଂଶ ଆଦି ଲଗାଇ ଦେବାର କ୍ରିୟା
ଉଦାହରଣ :
ଅନୁଷଙ୍ଗ ପରେ ହିଁ ମୁଁ ତାର ଉଦ୍ଦେଶ୍ୟ ବୁଝିପାରିଲି
ଅନ୍ୟ ଭାଷାରେ ଅନୁବାଦ :
स्पष्टीकरण के लिए आवश्यक होने पर पहले वाक्य, वाक्यांश आदि से आगे एक और वाक्य, वाक्यांश आदि लगा देने की क्रिया।
अनुषंग के उपरान्त ही मैं उनका आशय समझ सकी।ଅର୍ଥ : ଗୋଟିଏ କଥା ପରେ ଦ୍ୱିତୀୟ କଥା ଆପେଆପେ ହେବାର କ୍ରିୟା
ଉଦାହରଣ :
ଅନୁଷଙ୍ଗରେ କେତେ ସମୟ ଚାଲିଗଲା ଜଣା ହିଁ ପଡ଼ିଲା ନାହିଁ!
ଅନ୍ୟ ଭାଷାରେ ଅନୁବାଦ :
एक बात के बाद दूसरी बात आप से आप होने की क्रिया।
अनुषंग में कितना समय निकल गया पता ही न चला !।