ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଦାର ବିଚାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଦାର ବିଚାର   ବିଶେଷ୍ୟ

ଅର୍ଥ : କୌଣସି ମତକୁ ଋଢିବାଦୀ ଢଙ୍ଗରେ ମାନିବା ବା ବିନା ବୁଝିବିଚାରି ବା ଆଖି ବନ୍ଦ କରି କୌଣସି ମତକୁ ମାନିବାର ସିଦ୍ଧାନ୍ତ

ଉଦାହରଣ : କେହି କଟ୍ଟର ପନ୍ଥା ଅନୁସରଣ କରିବା ଉଚିତ ନୁହେଁ

ସମକକ୍ଷ : କଟ୍ଟର ପନ୍ଥା


ଅନ୍ୟ ଭାଷାରେ ଅନୁବାଦ :

रूढिवादी ढंग से किसी मत को मानने या बिना समझे-बूझे या आँखें बंद करके किसी मत को मानने का सिद्धांत।

किसी को भी कट्टरपंथ का अनुसरण नहीँ करना चाहिए।
कट्टरपंथ, कट्टरवाद

A belief (or system of beliefs) accepted as authoritative by some group or school.

doctrine, ism, philosophical system, philosophy, school of thought