ଅର୍ଥ : ମଣିଷକୁ ନିଦ ଆଦୌ ନହେବା ବା ବେଳେବେଳେ ବହୁତ କମ ହେଉଥିବା ଏକ ରୋଗ
ଉଦାହରଣ :
ଅନିଦ୍ରା ପୀଡ଼ିତ ରୋଗୀ ଖଟ ଉପରେ କଡ଼ ବଦଳାଉଥିଲା
ସମକକ୍ଷ : ଉନ୍ନିଦ୍ର
ଅନ୍ୟ ଭାଷାରେ ଅନୁବାଦ :
एक रोग जिसमें मनुष्य को नींद बिल्कुल नहीं आती या कभी-कभी और बहुत कम आती है।
अनिद्रा से पीड़ित रोगी खाट पर करवटें बदल रहा था।An inability to sleep. Chronic sleeplessness.
insomniaଅର୍ଥ : ନିଦ ନ ହେବାର ଅବସ୍ଥା
ଉଦାହରଣ :
ଅଧିକ ସମୟ ଧରି ଅନିଦ୍ରା ରହିବା କ୍ଷତିକାରକ ହୋଇପାରେ
ସମକକ୍ଷ : ଉଜାଗର
ଅନ୍ୟ ଭାଷାରେ ଅନୁବାଦ :
A temporary state in which you are unable (or unwilling) to sleep.
Accept your wakefulness and sleep in its own contrary way is more likely to come.