ଅର୍ଥ : ଭିଏତନାମର ଗୋଟିଏ ଅଞ୍ଚଳ
ଉଦାହରଣ :
ଦକ୍ଷିଣ ଚୀନ ସାଗରର ଗୋଟିଏ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗୋଟିଏ ସଂକୀର୍ଣ୍ଣ ଭୂ-ଖଣ୍ଡ ଭାବେ ଅନାମ ରହିଛି
ଅନ୍ୟ ଭାଷାରେ ଅନୁବାଦ :
वियतनाम का एक क्षेत्र।
अनाम दक्षिण चीन सागर के एक छोर से दूसरे छोर तक एक सँकरी पट्टी के रूप में है।ଅର୍ଥ : ବିନା ନାମଧାରୀ ବା ଯାହାର କୌଣସି ନାମ ନାହିଁ
ଉଦାହରଣ :
ରାମୁ ଅନାଥାଶ୍ରମରୁ ଜଣେ ପରିଚୟହୀନ ବାଳକକୁ କୋଳକୁ ନେଲେ
ଅନ୍ୟ ଭାଷାରେ ଅନୁବାଦ :
Being or having an unknown or unnamed source.
A poem by an unknown author.