ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତିଙ୍କୁ ଉପେକ୍ଷା କରାଯାଇଛି ବା ଯାହାଙ୍କପ୍ରତି ଧ୍ୟାନ ଦିଆ ଯାଇ ନାହିଁ
ଉଦାହରଣ : ସେମାନେ ଜୀବନସାରା ଗରିବ ତଥା ଉପେକ୍ଷିତମାନଙ୍କର ସେବା କରୁଥିଲେ
ସମକକ୍ଷ : ଅବଜ୍ଞାତ, ଉପେକ୍ଷିତ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह व्यक्ति जिसकी उपेक्षा की गई हो या जिस पर ध्यान न दिया गया हो।
ଅର୍ଥ : ଯାହାର ଆଦର ବା ସମ୍ମାନ କରାଯାଇ ନାହିଁ
ଉଦାହରଣ : ଅସମ୍ମାନିତ କବି ସଙ୍ଗୀତ ଆସରରୁ ଉଠି ଚାଲିଗଲେ
ସମକକ୍ଷ : ଅସମ୍ମାନିତ, ଉପେକ୍ଷିତ
जिसका आदर या सम्मान न किया गया हो।
ସଂସ୍ଥାପନ କରନ୍ତୁ