ଅର୍ଥ : ଜୈନ ମତାନୁସାରେ ମରଣ ସମୟ ପାଖେଇ ଆସିବା ଜାଣି ଖାଦ୍ୟପାନୀୟର ପରିତ୍ୟାଗ
ଉଦାହରଣ :
ଜୈନ ଧର୍ମାବଲମ୍ବୀମାନେ ଅନଶନକୁ ପବିତ୍ର ବୋଲି ମାନନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିରୋଧ ବା ଅସନ୍ତୋଷ ପ୍ରକଟ କରିବାପାଇଁ ଭୋଜନ ନ କରିବା ପ୍ରକ୍ରିୟା
ଉଦାହରଣ :
ନେତାମାନେ ନିଜର ଇଚ୍ଛା ପୂରଣ କରାଇବାପାଇଁ ଅନଶନରେ ବସିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
A voluntary fast undertaken as a means of protest.
hunger strike