ଅର୍ଥ : ଏକ ଅଳଙ୍କାର
ଉଦାହରଣ :
ଅନବସରରେ କୌଣସି କାର୍ଯ୍ୟର ଅନବସର ହେବା ବିଷୟ ପ୍ରଦର୍ଶିତ କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅବକାଶ ବା ଛୁଟି ନ ହେବାର ଅବସ୍ଥା
ଉଦାହରଣ :
ଅନବକାଶ କାରଣରୁ ଘରକୁ ଯାଇପାରୁ ନାହିଁ
ସମକକ୍ଷ : ଅନବକାଶ, ଅବକାଶ ରହିତ
ଅନ୍ୟ ଭାଷାରେ ଅନୁବାଦ :