ଅର୍ଥ : ଅଧ୍ୟକ୍ଷଙ୍କ ପଦ ବା ସ୍ଥାନ
ଉଦାହରଣ :
ଶ୍ରୀମତୀ ସୋନିଆ ଗାନ୍ଧୀ ପୁଣି କଂଗ୍ରେସର ଅଧ୍ୟକ୍ଷତା ସ୍ୱୀକାର କଲେ
ଅନ୍ୟ ଭାଷାରେ ଅନୁବାଦ :
The office and function of president.
Andrew Jackson expanded the power of the presidency beyond what was customary before his time.ଅର୍ଥ : ଅଧ୍ୟକ୍ଷ ହେବାର ପ୍ରକ୍ରିୟା ବା ଅବସ୍ଥା
ଉଦାହରଣ :
ଶ୍ରୀମାନ୍ ଗିରିଧାରୀ ଲାଲ ଏହି ସମାରୋହରେ ଅଧ୍ୟକ୍ଷତା କରିବେ
ଅନ୍ୟ ଭାଷାରେ ଅନୁବାଦ :
अध्यक्ष होने की अवस्था या भाव।
इस समारोह की अध्यक्षता श्रीमान् गिरधारी लालजी करेंगे।The position of chairman.
chairmanship