ଅର୍ଥ : କୌଣସି ବସ୍ତୁ ବା ବ୍ୟକ୍ତିକୁ ଅନ୍ୟମାନଙ୍କ ଅପେକ୍ଷା ଭଲ ଭାବେ ବୁଝି ଗ୍ରହଣ କରିବା କ୍ରିୟା
ଉଦାହରଣ :
ବ୍ୟକ୍ତି ବା ବସ୍ତୁର ଗୁଣ ହିଁ ତାକୁ ଅଧିମାନ ଦେଇଥାଏ
ଅନ୍ୟ ଭାଷାରେ ଅନୁବାଦ :
किसी वस्तु या व्यक्ति को औरों की अपेक्षा अच्छा समझ कर ग्रहण करने की क्रिया।
व्यक्ति या वस्तु का गुण ही उन्हें अधिमान दिलाता है।