ଅର୍ଥ : ଅଧିକତାରେ
ଉଦାହରଣ :
ଅଶିକ୍ଷା କାରଣରୁ ଲୋକେ ଅଧିକତଃ କୁବ୍ୟସନର ଶିକାର ହୋଇଥାନ୍ତି
ସମକକ୍ଷ : ଅଧିକତଃ, ପ୍ରାୟତଃ, ବେଶୀ
ଅନ୍ୟ ଭାଷାରେ ଅନୁବାଦ :
अधिक अंश या भाग में।
अशिक्षा के कारण लोग अधिकांशतः कुव्यसन के शिकार हो जाते हैं।Many times at short intervals.
We often met over a cup of coffee.ଅର୍ଥ : ଅଧିକ ସମୟଧରି
ଉଦାହରଣ :
ପ୍ରାୟତଃ କାଶ୍ମୀରର ଜଳବାୟୁ ଥଣ୍ଡା ରହେ
ସମକକ୍ଷ : ଅଧିକ ସମୟରେ, ପ୍ରାୟତଃ
ଅନ୍ୟ ଭାଷାରେ ଅନୁବାଦ :
Many times at short intervals.
We often met over a cup of coffee.