ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅତିକାୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅତିକାୟ   ବିଶେଷ୍ୟ

ଅର୍ଥ : ଜଣେ ମହାବଳୀ ରାକ୍ଷସ

ଉଦାହରଣ : ଅତିକାୟ ରାବଣର ସେନାରେ ଥିଲା


ଅନ୍ୟ ଭାଷାରେ ଅନୁବାଦ :

एक महाबली राक्षस।

अतिकाय रावण की सेना में था।
अतिकाय

ଅତିକାୟ   ବିଶେଷଣ

ଅର୍ଥ : ଯାହାର ଶରୀର ବହୁତ ବଡ଼

ଉଦାହରଣ : ହନୁମାନ ନିଜେ ସୁରସା ରାକ୍ଷସୀ ସାମ୍ନାରେ ମହାକାୟ ରୂପ ଧାରଣ କଲେ

ସମକକ୍ଷ : ବିଶାଳକାୟ, ବୃହତ୍‌କାୟ, ଭୀମକାୟ, ମହାକାୟ


ଅନ୍ୟ ଭାଷାରେ ଅନୁବାଦ :

जिसका शरीर बहुत बड़ा हो।

हनुमानजी ने सुरसा राक्षसी के सामने विशालकाय रूप धारण किया।
अतिकाय, बृहत्काय, भारी भड़कम, भारी भरकम, भारी-भड़कम, भारी-भरकम, भारीभड़कम, भारीभरकम, भीमकाय, महाकाय, लंबा चौड़ा, विकराल, विशालकाय

Usually describes a large person who is fat but has a large frame to carry it.

fleshy, heavy, overweight