ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କମରରେ ପଡ଼ିଥିବା ଧୋତିର ଗଣ୍ଠି
ଉଦାହରଣ : ଖୋସଣିରେ ପଇସା ରଖିବା ତାଙ୍କର ଏକ ଅଭ୍ୟାସ
ସମକକ୍ଷ : ଖୋସଣି
ଅନ୍ୟ ଭାଷାରେ ଅନୁବାଦ :हिन्दी English
कमर में लिपटी हुई धोती की ऐंठन।
Something less than the whole of a human artifact.
ଅର୍ଥ : ଛୋଟ ବୁଜୁଳି
ଉଦାହରଣ : ଜେଜେ ମାଆ ଅଣ୍ଟି ଖୋଲି ଦଶ ଟଙ୍କା ଦେଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
छोटा गट्ठा।
ଅର୍ଥ : ଦୁଇ ଆଙ୍ଗୁଠି ମଧ୍ୟରୁ ଗୋଟିକୁ ଅନ୍ୟ ଉପରେ ରଖିବାର କ୍ରିୟା
ଉଦାହରଣ : ଲୋକେ ଖରାପ ପ୍ରଭାବରୁ ରକ୍ଷା ପାଇବାପାଇଁ ଅଣ୍ଟି କରନ୍ତି
दो उँगलियों को एक के ऊपर एक रखने की क्रिया।
ସଂସ୍ଥାପନ କରନ୍ତୁ