ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଠୱାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଠୱାରୀ   ବିଶେଷ୍ୟ

ଅର୍ଥ : ଯେଉଁ ରୀତି ଅନୁସାରେ କୃଷକ ହଳ ସମୟରେ ପ୍ରତି ଆଠଦିନରେ ଥରେ ତା ଲଙ୍ଗଳ ଏବଂ ବଳଦ ଜମିଦାରଙ୍କ ବିଲରେ ହଳ କରିବାପାଇଁ ଦେଇଥାଏ

ଉଦାହରଣ : ଏବେ ଅଠୱାରୀର ପ୍ରଚଳନ ବନ୍ଦ ହୋଇଯାଇଛି

ସମକକ୍ଷ : ବେଠିଆହଳ


ଅନ୍ୟ ଭାଷାରେ ଅନୁବାଦ :

वह रीति जिसके अनुसार किसान जोताई के समय प्रति आठवें दिन अपना हल और बैल ज़मीदार को खेत जोतने के लिए देते हैं।

अब अठवारी का चलन बंद हो गया है।
अठवारी