ଅର୍ଥ : ଯେ ଅଜ୍ଞେୟବାଦକୁ ମାନେ
ଉଦାହରଣ :
ଈଶ୍ୱରଙ୍କ ଅସ୍ତିତ୍ୱକୁ ପ୍ରମାଣିତ କରାଯାଇପାରିବ ନାହିଁ ବୋଲି ଅଜ୍ଞେୟବାଦୀମାନେ ବିଶ୍ୱାସ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
वह जो अज्ञेयवाद को मानता हो।
अज्ञेयवादी यह मानता है कि ईश्वर के अस्तित्व को प्रमाणित नहीं किया जा सकता।A person who claims that they cannot have true knowledge about the existence of God (but does not deny that God might exist).
agnostic