ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଜନନ କୋଷିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଜନନ କୋଷିକା   ବିଶେଷ୍ୟ

ଅର୍ଥ : ଜନନରେ ଭାଗ ନେଉନଥିବା ଏକ କୋଷିକା ବା ଯେଉଁ କୋଷିକାଦ୍ୱାରା ଜନନ ହୁଏନାହିଁ

ଉଦାହରଣ : ଶରୀର ଭିତରେ ଅଜନନ କୋଷିକା ମଧ୍ୟ ମିଳି ଥାଆନ୍ତି

ସମକକ୍ଷ : ଅଜନନିକା, କାୟ କୋଷିକା, ଜଡ଼ କୋଷିକା


ଅନ୍ୟ ଭାଷାରେ ଅନୁବାଦ :

वह कोशिका जो जनन में भाग नहीं लेती हो या जिसके द्वारा जनन न होता हो।

शरीर के अंदर अजनन कोशिकाएँ भी पायी जाती हैं।
अजनन कोशिका, अजननिका, काय कोशिका, जड़ कोशिका