ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହାର ଭାବନା ବା ଚିନ୍ତନ କରାଯାଇନାହିଁ
ଉଦାହରଣ : ସେ ଭାବନାହୀନ ବିଷୟକୁ ବୁଝାଇବାପାଇଁ ପ୍ରୟାସ କରୁଥିଲା
ସମକକ୍ଷ : ଅଚିନ୍ତନ, ଅଭାବନୀୟ, ଭବନାହୀନ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसकी भावना या चिंतन न किया गया हो।
ଅର୍ଥ : ଯେ ଭାବନା ବା ଚିନ୍ତନ ଅବସ୍ଥାକୁ ଆସିପାରନ୍ତି ନାହିଁ
ଉଦାହରଣ : ତାହା ମୋପାଇଁ ଅଚିନ୍ତନୀୟ ବିଷୟ
ସମକକ୍ଷ : ଅଚିଂତ୍ୟ, ଅଚିନ୍ତନୀୟ, ଅଭାବନୀୟ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो भावना या चिंतन में न आ सके।
Totally unlikely.
ସଂସ୍ଥାପନ କରନ୍ତୁ