ଅର୍ଥ : ଯେଉଁ ବ୍ୟକ୍ତିର ହାତ ବା ଗୋଡ଼ ବିକୃତ ହୋଇଛି
ଉଦାହରଣ :
ସର୍କସରେ ପଙ୍ଗୁର କୌଶଳ ଦେଖି ଦର୍ଶକମାନେ ଚକିତ ହେଲେ
ସମକକ୍ଷ : ପଙ୍ଗୁ
ଅନ୍ୟ ଭାଷାରେ ଅନୁବାଦ :
वह जिसके हाथ या पैर में विकृति हो।
सरकस में लुंजों का कारनामा देखकर दर्शक हैरान थे।ଅର୍ଥ : କାମ କରିବା ପାଇଁ ଅସମର୍ଥ
ଉଦାହରଣ :
ଆମେ ଅକର୍ମଣ୍ୟ ଲୋକଙ୍କର ସହାୟତା କରିବା ଉଚିତ
ଅର୍ଥ : ଯାହାର ହାତ ବା ଗୋଡ଼ ବିକୃତ ହୋଇଥାଏ
ଉଦାହରଣ :
ଏହି ପ୍ରତିଯୋଗିତାରେ କେବଳ ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହିଁ ଭାଗ ନେଇପାରିବେ
ସମକକ୍ଷ : ପଙ୍ଗୁ, ଶାରିରୀକ ଅକ୍ଷମ
ଅନ୍ୟ ଭାଷାରେ ଅନୁବାଦ :
जिसके हाथ या पैर में विकृति हो।
इस प्रयोगिता में केवल लुंज व्यक्ति ही भाग ले सकता है।