ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନବେ ଆଉ ଦଶ ମିଶି ମିଳୁଥିବା ସଂଖ୍ୟା
ଉଦାହରଣ : ଦଶକୁ ଦଶରେ ଗୁଣିଲେ ଶହେ ହୁଏ
ସମକକ୍ଷ : 100, ଶହେ
ଅନ୍ୟ ଭାଷାରେ ଅନୁବାଦ :हिन्दी
नब्बे और दस के योग से प्राप्त संख्या।
ଅର୍ଥ : ନବେ ଏବଂ ଦଶ
ଉଦାହରଣ : ଏହି ସମ୍ମେଳନରେ ପ୍ରାୟ ଶହେ ଜଣ ବିଦ୍ୱାନ ଭାଗ ନେଉଛନ୍ତି
ସମକକ୍ଷ : ଏକଶତ, ଶହେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
नब्बे और दस।
Being ten more than ninety.
ସଂସ୍ଥାପନ କରନ୍ତୁ