ପତର (ବିଶେଷ୍ୟ)
ସୁନାରୁପା ଆଦିର ଅତି ପତଳା ପାତ
ସନ୍ଧିବିଚ୍ଛେଦ (ବିଶେଷ୍ୟ)
ବ୍ୟାକରଣରେ ସନ୍ଧି ବିଚ୍ଛେଦ
ଅମରକୋଷ (ବିଶେଷ୍ୟ)
ଅମର ସିଂହଙ୍କଦ୍ୱାରା ରଚିତ ଗୋଟିଏ ଶବ୍ଦକୋଷ
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ବିପରୀତ (ବିଶେଷ୍ୟ)
ଆଶାର ପ୍ରତିକୂଳ ଫଳ ବା ଘଟଣା
ପାଷାଣ (ବିଶେଷ୍ୟ)
ପୃଥିବୀର ସ୍ତରମାନଙ୍କ ମଧ୍ୟରେ ସେ କଠୋର ପିଣ୍ଡ ବା ଖଣ୍ଡ ଯାହା ଚୂନ, ବାଲିଆଦି ଜମିବା ଫଳରେ ତିଆରି ହୋଇଥାଏ
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ଶବ୍ଦକୋଷ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ଅସ୍ମିତା (ବିଶେଷ୍ୟ)
ମୁଁ ଅଛି ବା ମୁଁ କରୁଛିର ଭାବନା
ସଲିଳ (ବିଶେଷ୍ୟ)
ନଦୀ, ଜଳାଶୟ, ବର୍ଷାଆଦିରୁ ମିଳୁଥିବା ତରଳ ପଦାର୍ଥ ଯାହା ପିଇବା,ଗାଧୋଇବା,କ୍ଷେତରେ ଜଳସେଚନ କାର୍ଯ୍ୟରେ ଆସେ